03 फ़रवरी 2016

ଓଡ଼ିଶାରେ ଜାତୀୟ ରାଜପଥ

ଜାଣନ୍ତି କି ଓଡ଼ିଶାରେ ଜାତୀୟ ରାଜପଥ ରାଜ୍ୟର ସବୁ ଜିଲ୍ଲାକୁ ସଂପ୍ରସାରିତ ହୋଇଛି। କେବଳ ଜଗତସିଂହପୁର ଜିଲ୍ଲାରେ ରହିଛି ତୁଳନାତ୍ମକ ଭାବେ କମ୍‌ ଦୈର୍ଘ୍ୟର ଜାତୀୟ ରାଜପଥ। ଯାହାକି ମାତ୍ର ୧୫ କିଲୋମିଟର। ଏବେ ଯାଞ୍ଚ କରି ନିଅନ୍ତୁ, କେଉଁ ଜାତୀୟ ରାଜପଥ ପାଖରେ ଆପଣଙ୍କ ଘର। ଏଣିକି ଠିକ୍‌ ପଢ଼ନ୍ତୁ, ଠିକ୍‌ ଲେଖନ୍ତୁ - ଓଡ଼ିଶାରେ ଏନ୍‌.ଏଚ୍‌. ୫, ୬ ଅବା ୪୨ କି ୪୩ କିଛି ନାହିଁ। ସବୁ ନମ୍ବର ବଦଳି ସାରିଛି ଫେବୃଆରି ୨୦୧୫ ମସିହା ସୁଦ୍ଧା। ହଁ ମନେ ରଖନ୍ତୁ, ତଳ ସାରଣୀରେ ନୀଳ ରଙ୍ଗର ଅଙ୍କଗୁଡ଼ିକ ହେଉଛି ଏବେର ପ୍ରଚଳିତ ଏନ୍‌.ଏଚ୍‌.(ଜାତୀୟ ରାଜପଥ) ନମ୍ବର...
କ୍ରମ
NH ନୂଆ ନମ୍ବର
ଆଗରୁ ଥିଲା
ରାଜ୍ୟରେ ଆରମ୍ଭ ଅନ୍ତିମ ସ୍ଥଳ
ଆରମ୍ଭ ଅନ୍ତିମ ମାପକ (କିଲୋମିଟର)
ଓଡ଼ିଶା ଭିତରେ ମୋଟ ଦୈର୍ଘ୍ୟ (କି.ମି.)
ରାଜ୍ୟ ପୂର୍ତ ବିଭାଗ ଅଧୀନରେ
୫୩
, ୨୦୦,  
A
ଲୁହୁରାଚଟି-ସମ୍ବଲପୁର- ଦେବଗଡ଼-ତାଳଚେର- କାମାକ୍ଷାନଗର-ଡୁବୁରି- ଚଣ୍ଡିଖୋଲ-ପାରାଦୀପ
ରୁ ୫୨୪.୫୩୮
୫୨୪.୫୩୮
୫୨୪.୫୩୮
୩୨୬
ନଥିଲା
ଆସିକା-ଦିଗପହଣ୍ଡି-ମୋହନା- ଗୁମୁଡ଼ା-ରାୟଗଡ଼ା-କୋରାପୁଟ- ଜୟପୁର-ମାଲକାନଗିରି-ମୋଟୁ
ରୁ ୫୧୩.୭୦୦
୫୧୩.୭୦୦
.୦୦୦
୧୬
୬୦
ଲକ୍ଷ୍ମଣନାଥ-ବାଲେଶ୍ଵର-ଭଦ୍ରକ- ଭୁବନେଶ୍ଵର-କଟକ- ବ୍ରହ୍ମପୁର-ଗିରିଶୋଲା
. ରୁ ୪୪୩.୮୧୦
୪୪୩.୮୧୦
୪୪୩.୮୧୦
୨୬
୨୦୧, ୪୩
ବରଗଡ଼-ବଲାଙ୍ଗୀର- ଭବାନୀପାଟଣା-ନବରଙ୍ଗପୁର- ବୋରିଗୁମ୍ମା-ଜୟପୁର- କୋରାପୁଟ-ସୁଙ୍କି ଘାଟି
ରୁ ୪୩୫.୫୬୭
୪୩୪.୭୬୭
.୦୦୦
୪୯
୨୦୦,
କନକତୋରା-ଦେବଗଡ଼- ପାଳଲହଡ଼ା-କେନ୍ଦୁଝର-ଜାମଶୋଳା
୧୯୭.୩୦୦ ରୁ ୬୨୬.୫୭୭
୪୨୯.୨୭୭
.୦୦୦
୫୯
୨୧୭
ଖଡ଼ିଆଳ-ଟିଟିଲାଗଡ଼- ବାଲିଗୁଡ଼ା-ଆସିକା-ଦାରିଂବାଡ଼ି- ବ୍ରହ୍ମପୁର
ରୁ ୩୫୧.୧୦୦
୩୫୧.୧୦୦
.୦୦୦
୫୭
୨୨୪
ବଲାଙ୍ଗୀର-ସୋନପୁର -ବୌଦ୍ଧ-ନୟାଗଡ଼-ଖୋର୍ଧା
ରୁ ୨୯୯.୯୦୦
୨୯୯.୯୦୦
.୦୦୦
୫୫
୪୨
କଟକ-ମଙ୍ଗୁଳି ଛକ- ଢେଙ୍କାନାଳ- ଅନୁଗୁଳ-ସମ୍ବଲପୁର
ରୁ ୨୬୬.୨୩୦
୨୬୬.୨୩୦
୨୬୬.୨୩୦
୨୦
୭୫E, ୨୧୫
ଚମ୍ପୁଆ-ପାରସୋରା- ପାଣିକୋଇଲି
ରୁ ୧୭୪.୫୭୦
୧୭୪.୫୭୦
୧୬୦.୫୭୦
୧୦
୧୫୭

ପୁରୁଣାକଟକ-ଫୁଲବାଣୀ -କଳିଙ୍ଗା-ଭଂଜନଗର-ଆସିକା
ରୁ ୧୫୯
୧୫୯.୦୦୦
.୦୦୦
୧୧
୩୧୬
୨୦୩
ଭୁବନେଶ୍ଵର-ପୁରୀ
- ୫୯
୫୯.୦୦୦
୫୯.୦୦୦


୨୦୩ E
ପୁରୀ-କୋଣାର୍କ
୫୯ ରୁ ୯୬.୫୨୧
୩୭.୫୨୧
.୦୦୦


୨୦୩ A
ପୁରୀ-ସାତପଡ଼ା
ରୁ ୪୮
୪୮.୦୦୦
.୦୦୦
୧୨
୧୪୩
୨୩
ବୀରମିତ୍ରପୁର-ରାଜାମୁଣ୍ଡା-ବାରକୋଟ
୨୧୧.୫ରୁ ୩୩୭.
୧୨୫.୮୦୦
୧୨୫.୮୦୦
୧୩
୨୨୦
ନଥିଲା
ତିରିଂ-ରାଇରଙ୍ଗପୁର-ଯଶୀପୁର-ଢେଙ୍କିକୋଟ
.୦ ରୁ ୧୨୫.୪୧
୧୨୫.୪୧୦
.୦୦୦
୧୪
୩୨୬ A
ନଥିଲା
ମୋହନା-ଚନ୍ଦ୍ରଗିରି- ଖଜୁରୀପଦା-ଲାଂଜିପଦର-ପାରଳାଖେମୁଣ୍ଡି 
ରୁ ୧୨୦
୧୨୦.୦୦୦
.୦୦୦
୧୫
୧୫୩B
ନଥିଲା
ସରପାଳ- ନାକଟିଦେଉଳ- ରେଢ଼ାଖୋଲ- ବୌଦ୍ଧ
ରୁ ୧୧୮.୪୧୦
୧୧୮.୪୧୦
.୦୦୦
୧୬
୫୨୦
୨୧୫
ପାରସୋରା-ରିମୂଳୀ- ରାଜମୁଣ୍ଡା
ରୁ ୧୦୮.୪୩
୧୦୮.୪୩୦
୧୦୮.୪୩୦
୧୭
୧୪୯
୨୩
ପାଳଲହଡ଼ା-ପିତିରି- ବଅଁରପାଳ
ରୁ ୮୩.୭୯୮
୮୪.୦୦୦
.୯୫୦
୧୮
୩୫୩
୨୧୭
ନୂଆପଡ଼ା-ଖଡ଼ିଆଳ- ଖରିଆର ରୋଡ଼୍
୬୫.୪୧୬ରୁ ୧୪୫
୮୦.୨୧୪
.୦୦୦
୧୯
୧୮
ଝାରପୋଖରିଆ-ବାରିପଦା-ବାଲେଶ୍ଵର
ରୁ ୮୦.୦୬
୮୦.୦୬୦
.୦୦୦
୨୦
୬୩
୪୩
କୋଟପାଡ଼-ବୋରିଗୁମ୍ମା
୩୧୬.୭୫୦ରୁ ୩୫୭.୮୦୦
୪୧.୦୫୫
.୦୦୦
୨୧
୧୩୦C
ନଥିଲା
ଛତିଶଗଡ଼ ସୀମା-ବଳଦିଆମାଲ (କଳାହାଣ୍ଡି)
ରୁ ୨୦
୨୦.୦୦୦
.୦୦୦
୨୨
୫୧୬
୨୧୭
ଗୋପାଳପୁର-ବ୍ରହ୍ମପୁର
ରୁ .୯୨
.୯୨୦
.୦୦୦




ସର୍ବମୋଟ
୪୫୧୦

कोई टिप्पणी नहीं:

एक टिप्पणी भेजें